କନକ ବ୍ୟୁରୋ : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଯବାନଙ୍କୁ ଶେଷ ସମ୍ମାନ ଦିଆଯାଇଛି । କୋରାପୁଟ ପରେଡ ଗ୍ରାଉଣ୍ଡରେ ୮ ଯବାନଙ୍କୁ ତୋପ ସଲାମୀ ଦିଆଯାଇଛି । ଡିଆଇଜି ଏସ.ସାଇନିଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସହିଦ ଯବାନଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ।
ଏହା ସହିତ ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/IMG-20170202-WA0075.jpg)