ଜଳେଶ୍ୱର ମୋଟର୍ସରେ ଜିଏସଟି ରେଡ୍ : କୋଟି କୋଟି ଟଙ୍କା ଜିଏସଟି ଫାଙ୍କିଥିବା ଅଭିଯୋଗ

ଜଳେଶ୍ୱର ମୋଟର୍ସରେ ଜିଏସଟି ରେଡ୍ : କୋଟି କୋଟି ଟଙ୍କା ଜିଏସଟି ଫାଙ୍କିଥିବା ଅଭିଯୋଗ

କନକ ବ୍ୟୁରୋ : ଗାଡି ଶୋରୁମରେ ଜିଏସଟି ରେଡ୍ । ଜଳେଶ୍ୱର ମୋଟର୍ସର ପୁରୁଣା ପାର୍ଟ ସୋରୁମରେ ସେଣ୍ଟ୍ରାଲ ଜିଏସଟି ଟିମର ଚାଲିଛି ବଡ ଧରଣର ରେଡ୍ । କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗରେ ଏହି ରେଡ୍ କରାଯାଇଥିବା ସୂଚନା ମିଳିଛି । କାଗଜ ପତ୍ର ଯାଞ୍ଚ କରିବା ସହ ମାଲିକଙ୍କୁ ପଚରା ଉଚରା କରାଯାଉଛି । ଏକାକାଳୀନ ୪ଟି ଟିମ୍ ଏହି ରେଡ୍ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ୧୫ରୁ ଅଧିକ ଅଫିସର ଓ ବନ୍ଧୁକ ଧାରି ପୋଲିସ ନିୟୋଜିତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe