କନକ ବ୍ୟୁରୋ: ଭଞ୍ଜନଗର କାଦୁଆ ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଘଂନ ହୋଇଥିବା ଅଭିଯୋଗ ହୋଇଛି । ରାଉତି ପଞ୍ଚାୟତର ଜିଆରଏସ୍ ଶଲିଳ ସାହୁ ଯାହାଙ୍କ ସ୍ତ୍ରୀ ଏବେ ସରପଞ୍ଚ ଅଛନ୍ତି । ସେ ରାତି ରାତି ବୁଲି ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକମାନେ ବିରୋଧ କରିଛନ୍ତି । ଫଳରେ ପଞ୍ଚାୟତ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ପାଟିତୁଣ୍ଡ ହୋଇଥିଲା । ପୋଲିସର ପ୍ଳାଇଙ୍ଗ ସ୍କ୍ୟାଡ଼କୁ ଖବର ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏନେଇ ସ୍ଥାନୀୟ ଲୋକମାନେ ଥାନାରେ ଅଭିଯୋଗ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ଭଞ୍ଜନଗର କାଦୁଆ ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ଟଙ୍କା ବାଣ୍ଟୁଥିବା ବେଳେ ଧରାପଡ଼ିଲେ ଜିଆରଏସ । ଥାନାରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।
/kanak/media/post_attachments/wp-content/uploads/2024/05/Screen-Shot-2024-05-10-at-9.23.47-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)