କନକ ବ୍ୟୁରୋ : ନୟାଗଡ ଟାଉନ ଥାନା ଅନ୍ତର୍ଗତ ହିଂଜଳଗାଡିଆରେ ହୋଇଛି ଗୋଷ୍ଠୀ ସଂଘର୍ଷ । ରାସ୍ତା କାମକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ଗୋଷ୍ଠୀ ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଇନ ଥାନା ପୁଲିସ ।
ଏହା ସହ ଦେଖନ୍ତୁ ଏହି ଭିଡିଓ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-30-11h28m52s503.png)