କନକ ବ୍ୟୁରୋ: ରାଜନଗରରେ ଗୋଷ୍ଠୀ ସଂଘର୍ଷ । କଏଥା ଗାଁରେ ଏକୋଇଶା ଉତ୍ସବରେ ଭିଡିଓ ସୁଟିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଜଣକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ପଠାଯାଇଛି । ଏପରିକି ଘଟଣାକୁ ନେଇ ଥାନାରେ ଦୁଇଟି ମାମଲା ବି ରୁଜୁ ହୋଇଛି । ଘଟଣା ପ୍ରତିବାଦରେ ଉତ୍ୟକ୍ତ ଲୋକେ ରାଜନଗର ଥାନା ଘେରାଉ କରିବା ସହ ପଟ୍ଟାମୁଣ୍ଡାଇ ରାସ୍ତା ଅବରୋଧ କରିଛନ୍ତି ।
ରାଜନଗରରେ ଗୋଷ୍ଠୀ ସଂଘର୍ଷ: ଭିଡିଓ ସୁଟିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨ ଆହତ
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)