କନକ ବ୍ୟୁରୋ: ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୬ଜଣ ମସ୍ୟଜୀବୀ ଆହତ ହୋଇଛନ୍ତି । ଏହାପରେ ଆହତକୁ କଣାସ ମେଡିକାଲରେ ଭର୍ତି କରାଯାଇଛି । ନ୍ୟାୟ ଦାବିରେ ଗଡ଼ିଶାଗୋଦା ଥାନା ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ବସିଥିଲେ ଗ୍ରାମବାସୀ । ପୋଲିସ ଉତ୍ୟକ୍ତ ଲୋକଙ୍କ ଆଲୋଚନା କରି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିବା ଜଣାପଡିଛି ।
ଗାଡି ସାଇଡ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କଣାସ ବାଦୁରା ବରହ ଘଟଣା ।
/kanak/media/post_attachments/wp-content/uploads/2023/12/kanasa.jpg)