ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ । ପୋଷ୍ଟ ଅଫିସରୁ ଟଙ୍କା ଉଠାଇପାରୁନାହାଁନ୍ତି ଉପଭୋକ୍ତା ।

Advertisment
ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ । ପୋଷ୍ଟ ଅଫିସରୁ ଟଙ୍କା ଉଠାଇପାରୁନାହାଁନ୍ତି ଉପଭୋକ୍ତା ।

କନକ ବ୍ୟୁରୋ: ଦେଶବ୍ୟାପୀ ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଡାକସେବା । ପୋଷ୍ଟ ଅଫିସରୁ ମଧ୍ୟ ଟଙ୍କା ଉଠାଇପାରୁନାହାନ୍ତି ଉପଭୋକ୍ତା । ଏପରିକି ଚିଠି ନେଣ ଦେଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଡାକ ସେବକଙ୍କ ପ୍ରତି ବୈମାତୃକ ମନୋଭାବ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ଦାବି ନେଇ ଏମାନେ ଆନ୍ଦୋଳନ କରୁଥିବା ବେଳେ ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe