ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ରାତି ଅଧରେ ଉଦ୍ଧାର କରି ଗାଁକୁ ଆଣିଲେ ଡ଼ଙ୍ଗା ଚାଳକ ।

ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ରାତି ଅଧରେ ଉଦ୍ଧାର କରି ଗାଁକୁ ଆଣିଲେ ଡ଼ଙ୍ଗା ଚାଳକ ।

କନକ ବ୍ୟୁରୋ: ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ଚିଲିକା ଟାପୁରେ ଥିବା ୧୪ଟି ପଞ୍ଚାୟତର ୮୦ ହଜାରରୁ ଅଧିକ ଲୋକଙ୍କ ଭୋଟର ତାଲିକା ଥିବା ଏହି ବସ୍ତାକୁ ସରକାରୀ ବାବୁ ଛାଡ଼ି ପଳାଇଥିବା କୁହାଯାଉଛି । ରାତି ଅଧରେ ଚିଲିକା କୂଳରେ ଡଙ୍ଗା ଚାଳକ କାଳୁ ତରେଇ ଏହାକୁ ଉଦ୍ଧାର କରି ଡଙ୍ଗାରେ ଆଣି କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଗାଁରେ ରଖିଛନ୍ତି । ଏତେ ଗୁଡ଼ାଏ ଭୋଟର ଲିଷ୍ଟ କିପରି କୃଷ୍ଣପ୍ରସାଦ ବ୍ଲକର ଅଧିକାରୀ ଚିଲିକା କୂଳରେ ଛାଡ଼ି ଚାଲିଆସିଛନ୍ତି ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe