କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ଅନିୟମିତତା ଅଭିଯୋଗରେ ୧୦ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ । ୧୦ ସମ୍ପାଦକଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ନିଲମ୍ବନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ।
ତେବେ ଧାନ ସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକା ଉଲ୍ଲଙ୍ଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସମସ୍ତ ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନଜର ପକାନ୍ତୁ ନିଲମ୍ବିତ ହୋଇଥିବା ପ୍ୟାକ୍ସ ସମ୍ପାଦକଙ୍କ ମଧ୍ୟରେ କେଉଁ ଜିଲ୍ଲାରୁ କିଏ କିଏ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/30-1.jpg)
/kanak/media/post_attachments/wp-content/uploads/2021/02/edeeefe.jpg)