କନକ ବ୍ୟୁରୋ: ଗୋବିନ୍ଦ ଆତ୍ମହତ୍ୟା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଛନ୍ତି, ଗୋବିନ୍ଦ ସାହୁ ମରିନି, ବରଂ ତାଙ୍କୁ ମାରି ଦିଆଯାଇଛି। ଘଟଣାର ଏସଆଇଟି ତଦନ୍ତ କରିବା ଉଚିତ । ହାଇକୋର୍ଟ ଜଜ୍ଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯିବା ଉଚିତ୍ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ।
ଗୋବିନ୍ଦ ଆତ୍ମହତ୍ୟା ଘଟଣା: ହାଇକୋର୍ଟ ଜଜଙ୍କ ଦ୍ୱାରା ହେଉ ତଦନ୍ତ: ତାରାପ୍ରସାଦ ବାହିନୀପତି
/kanak/media/post_attachments/wp-content/uploads/2017/03/taraprasad_big_17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)