ଅସୁସ୍ଥ ରାଜ୍ୟପାଳ : ଛାତିରେ ଯନ୍ତ୍ରଣା ଯୋଗୁଁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଏସସି ଜମିର ଭର୍ତ୍ତି

ଓଡିଶା ରାଜ୍ୟପାଳଙ୍କ ବିରୋଧରେ ନାଗାଲାଣ୍ଡ ବିଜେପିର ଅଭିଯୋଗ ! କଂଗ୍ରେସ ଓ ଏନପିଏଫ ମେଂଟ ପାଇଁ ପ୍ରଚାର କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ଦଳ

କନକ ବ୍ୟୁରୋ : ଅସୁସ୍ଥ ରାଜ୍ୟପାଳ ଏସସି ଜମିର । ଅସୁସ୍ଥ ଅବସ୍ଥାରେ ରାଜ୍ୟପାଳଙ୍କୁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ଘରୋଇ ଡାକ୍ତରଖାନାର ହୃଦରୋଗ ବିଭାଗରେ ଏସସି ଜମିରଙ୍କ ଚିକିତ୍ସା କରାଯାଉଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ପୂର୍ବରୁ ମଧ୍ୟ ରାଜ୍ୟପାଳ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ଚିକିତ୍ସା କରାଯାଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe