କନକ ବ୍ୟୁରୋ : ରାଜ୍ୟପାଳ ଭାବେ ଶପଥ ନେବା ପରେ ପୁରୀ ଗସ୍ତରେ ରଘୁବର ଦାସ । ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ । ରାଜ୍ୟପାଳ ଭାବେ ପୁରୀ ଗସ୍ତରେ ପ୍ରଥମ ଥର ପାଇ ଯାଇଥିବା ବେଳେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ପ୍ରଥମେ ଓଡ଼ିଶା ଆସିବା ପରେ ପୁରୀ ଯାଇଥିଲେ ରାଜ୍ୟପାଳ । ଏବେ ରାଜ୍ୟପାଳ ଭାବେ ଆଉ ଥରେ ପୁରୀ ଗସ୍ତରେ ଯାଇଛନ୍ତି ।
ପୁରୀରେ ରାଜ୍ୟପାଳ ରଘୁବର ଦାସ । ଶପଥ ନେବା ପରେ କଲେ ମହାପ୍ରଭୁଙ୍କ ଦର୍ଶନ
/kanak/media/post_attachments/wp-content/uploads/2023/11/13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)