ସୁନ୍ଦରଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ସବଡ଼େଗା ବ୍ଲକ ହସ୍ପିଟାଲରେ ପହଞ୍ଚିି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ । ଡାକ୍ତରଙ୍କ ସହ କଲେ ଆଲୋଚନା ।

Advertisment
ସୁନ୍ଦରଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ସବଡ଼େଗା ବ୍ଲକ ହସ୍ପିଟାଲରେ ପହଞ୍ଚିି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ । ଡାକ୍ତରଙ୍କ ସହ କଲେ ଆଲୋଚନା ।

କନକ ବ୍ୟୁରୋ: ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି ରାଜ୍ୟପାଳ ରଘୁବର ଦାସ । ଗସ୍ତ ବେଳେ ସବଡ଼େଗା ବ୍ଲକ ହସ୍ପିଟାଲରେ ପହଞ୍ଚିି ରୋଗୀଙ୍କୁ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଛନ୍ତି ରାଜ୍ୟପାଳ । ରୋଗୀଙ୍କୁ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସରକାରୀ ସୁବିଧା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ ତାହା ପଚାରି ବୁଝିଛନ୍ତି । ଏହାସହ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe