କନକ ବ୍ୟୁରୋ: ବତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ । ୧୨ ଘଣ୍ଟା ଭିତରେ ଅବପାତ ହେବା ନେଇ ସମ୍ଭାବନା ରହିଛି । ୬ ଘଣ୍ଟା ଧରି ୧୪ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି । ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ । ଗୋପାଳପୁରଠାରୁ ୫୧୦ କିଲୋମିଟର ଦୂରରେ ପୂର୍ବ ଓ ଦକ୍ଷିଣପୂର୍ବକୁ ରହିଛି ବାତ୍ୟା । ସେହିପରି ୫୯୦ କିଲୋମିଟର ଦୂରରେ କଳିଙ୍ଗପଟ୍ଟନମର ପୂର୍ବରେ ଏବେ ଅବସ୍ଥିତ । ୨୬ ତାରିଖ ସନ୍ଧ୍ୟାରେ ଓଡିଶା ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ସେହପରି ସାମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଗଜପତି ଜିଲ୍ଲା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଶନିବାର ଓ ରବିବାର ଛୁଟି ବାତିଲ କରିଛନ୍ତି ଗଜପତି ଜିଲ୍ଲାପାଳ । ସଦର ମହକୁମା ନଛାଡିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/6-40.jpg)