କନକ ବ୍ୟୁରୋ : ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଦୀପ। ଟାଟା ଆନ୍ଦୋଳନରେ ସାମିଲ ହୋଇ ଲୋକଲୋଚନକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପାଖରୁ ତାଙ୍କର ରାଜନୈତିକ ପରିଚୟ ଆରମ୍ଭ ହୋଇଥିଲା। ଏହାପରେ ସେ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ସେ ଯେଉଁ ଭଳି ଭାବେ ସଫଳତାର ପାହାଚ ଚଢ଼ିଥିଲେ ସେଥିରୁ ଖସିବେ ବୋଲି ଭାବି ନଥିଲେ। ହେଲେ ତାଙ୍କ ସହ ଭାଗ୍ୟ ସାତ୍ ଦେଇନଥିଲେ। ବିବାବଦୀୟ ଘଟଣା କ୍ରମେ ଦଳରୁ ବହିଷ୍କୃତ ହୋଇ ଶେଷରେ ଗିରଫ ହେବାକୁ ପଡ଼ିଥିଲା।
୧୯୮୭ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ସଭାପତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/Pradeep-Panigrahi-1280x720.jpg)