କନକବ୍ୟୁରୋ: ଗୋପ ସାରଡ଼ା ସ୍ଥିତ ଦୁଗ୍ଧ ପ୍ରକ୍ରିୟା କରଣ କମ୍ପାନୀ ମିଲ୍କିମୁଁରେ ଯାଞ୍ଚ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଫ୍ୟାକ୍ଟ୍ରି ବୁଲି ଦେଖିଛନ୍ତି ବିଭାଗୀୟ ମନ୍ତ୍ରୀ। ବିଭିନ୍ନ ସାମଗ୍ରୀର ନମୁନା ସଂଗ୍ରହ,ସ୍ୱାସ୍ଥ୍ୟ ଉପଯୋଗୀ ନହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ନିମ୍ନ ମାନର ସାମଗ୍ରୀ ବିକ୍ରି କରୁଥିବା ଏହା ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥିବା ମନ୍ତ୍ରୀଙ୍କ ନିକଟରେ ହୋଇଥିଲା ଅଭିଯୋଗ। ତେବେ ସମସ୍ତ ତଦନ୍ତକୁ ସାମ୍ନା କରାଯିବ ବୋଲି କହିଛନ୍ତି କମ୍ପାନୀ ସାଧାରଣ ପରିଚାଳକ ରବୀନ୍ଦ୍ର ମହାରଣା।
ଗୋପ ସାରଡ଼ା ସ୍ଥିତ ଦୁଗ୍ଧ ପ୍ରକ୍ରିୟା କରଣ କମ୍ପାନୀ ମିଲ୍କି ମୁଁରେ ଯୋଗାଣ ମନ୍ତ୍ରୀଙ୍କ ଯାଞ୍ଚ । କହିଲେ,ସ୍ୱାସ୍ଥ୍ୟ ଉପଯୋଗୀ ନହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
Advertisment
Follow Us