କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣରୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଅବଧିକୁ ପୁଣି ମେ ୧୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ପାଇଁ ଅଲଗା ଅଲଗା କୋହଳ ବ୍ୟବସ୍ଥା ମଧ୍ୟ ହୋଇଛି ।
ଏହାରି ଭିତରେ ତାଲାବନ୍ଦରେ ଥିବା ଲୋକେ ଘରୁ ବାହାରକୁ ବାହାରି ପାରୁନଥିବାରୁ ଇଂଟରନେଟର ବ୍ୟବହାର ବଢିଯାଇଛି । ବିଶେଷ କରି ଗୁଗୁଲ ପରି ଇଂଟରନେଟ ସର୍ଚ୍ଚ ଇଞ୍ଜିନର କିଭଳି ବ୍ୟବହାର କରିଛନ୍ତି ଭାରତୀୟ, ତାର ଏକ ତଥ୍ୟ ଆସିଛି । କେଉଁ ଶବ୍ଦ ଅଧିକ ଥର ସର୍ଚ୍ଚ କରାଯାଇଛି ସେ ବାବଦରେ ତଥ୍ୟଦେଇଛି ଗୁଗୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/GOOGLE.jpg)
/kanak/media/post_attachments/wp-content/uploads/2020/05/index.jpg)