ଉତ୍ତରପ୍ରଦେଶରେ କଂଗ୍ରେସର ଭଲ ପ୍ରର୍ଦଶନ, ୫୪ ହଜାର ସିଟରେ ପଛୁଆ ଅଛନ୍ତି ସୃତି ଇରାନୀ ।

117

କନକବ୍ୟୁରୋ: ଆମେଠୀ ଲୋକସଭା ଆସନରେ ବିଜେପିର ସୃତି ଇରାନୀ ପଛୁଆ ରହିଛନ୍ତି । ଇଣ୍ଡିଆ ମେଣ୍ଟ ଆଗରେ ରହିଥିବା ବେଳେ ସୃତି ଇରାନୀ ପଛରେ ରହିଛନ୍ତି । ଉତ୍ତରପ୍ରଦେଶ ଲୋକସଭା ଆସନରେ ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟରେ ମୋଟ ୮୦ ଲୋକସଭା ଆସନ ରହିଥିବା ବେଳେ ୩୭ ଆସନ ବିଜେପି ନେତୃତାଧିନ ରହିଛି । ବିଜେପି ନେତୃତାଧିନ ଏନଡିଏ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତୃତାଧିନ ଇଣ୍ଡିଆ ୨୦ ଆସନରେ ଆଗୁଆ ରହିଛି ।