କନକବ୍ୟୁରୋ: ଆମେଠୀ ଲୋକସଭା ଆସନରେ ବିଜେପିର ସୃତି ଇରାନୀ ପଛୁଆ ରହିଛନ୍ତି । ଇଣ୍ଡିଆ ମେଣ୍ଟ ଆଗରେ ରହିଥିବା ବେଳେ ସୃତି ଇରାନୀ ପଛରେ ରହିଛନ୍ତି । ଉତ୍ତରପ୍ରଦେଶ ଲୋକସଭା ଆସନରେ ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟରେ ମୋଟ ୮୦ ଲୋକସଭା ଆସନ ରହିଥିବା ବେଳେ ୩୭ ଆସନ ବିଜେପି ନେତୃତାଧିନ ରହିଛି । ବିଜେପି ନେତୃତାଧିନ ଏନଡିଏ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତୃତାଧିନ ଇଣ୍ଡିଆ ୨୦ ଆସନରେ ଆଗୁଆ ରହିଛି ।
ଉତ୍ତରପ୍ରଦେଶରେ କଂଗ୍ରେସର ଭଲ ପ୍ରର୍ଦଶନ, ୫୪ ହଜାର ସିଟରେ ପଛୁଆ ଅଛନ୍ତି ସୃତି ଇରାନୀ ।
/kanak/media/post_attachments/wp-content/uploads/2024/06/1-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)