କରୋନାକୁ ନେଇ ଆସିଲା ଭଲ ଖବର : ୨୦୨୧ ଫେବୃୟାରୀ ସୁଦ୍ଧା ସର୍ବନିମ୍ନସ୍ତରକୁ ଆସିଯିବ ସଂକ୍ରମଣ ; ସେପଟେ କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ କରିଛି ଭାରତ

Advertisment
୭୭.୭%କୁ ବୃଦ୍ଧି ପାଇଲା ଭାରତର କୋଭିଡ୍-୧୯ ଆରୋଗ୍ୟ ହାର : ଏହି ପାଞ୍ଚଟି ରାଜ୍ୟର ସୁସ୍ଥତା ହାର ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗରେ

କନକ ବ୍ୟୁରୋ : କରୋନାକୁ ନେଇ ଖୁବ୍ ଭଲ ଖବର ଦେଇଛି ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡେଲ କରୋନା କମିଟି । ଏହି କମିଟି କହିଛି, ଭାରତରେ କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ କରି ଯାଇଛି ।

publive-image

ଗତ ସେପ୍ଟେମ୍ବର ମାସରେ ସବୁଠାରୁ ଅଧିକ ସଂଖ୍ୟାରେ ସଂକ୍ରମଣ ହୋଇଥିଲା, ଏବଂ ଏବେ ସଂକ୍ରମଣ କମିବ । ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ସୁଦ୍ଧା ସଂକ୍ରମଣ ଖୁବ୍ ତଳକୁ ଚାଲିଯିବ ବୋଲି କୁହାଯାଇଛି । ଏହି କମିଟିରେ ଅଛନ୍ତି ଆଇସିଏମଆର ଓ ଆଇଆଇଟିର ବୈଜ୍ଞାନିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe