କନକ ବ୍ୟୁରୋ: ଗୋଲଡେନ ବାବର ଗାଡି ସିଜ୍ । ବାବାର ବିଏମଡବ୍ଲୁ ଗାଡି ସିଜ୍ ହୋଇଛି । ଏକ ଘରୋଇ ହସପିଟାଲର ପାର୍କିଂରୁ ଏହାକୁ ସିଜ କରାଯାଇଛି । ଇଡି ଏହାକୁ ଜବତ କରିଛି । ପୂର୍ବରୁ ଏକ ଅଡି ଗାଡିକୁ ମଧ୍ୟ ସିଜ କରାଯାଇଥିଲା । ଏନେଇ ଇଡି ସୂଚନା ଦେଇଛି ।
ଘରୋଇ ଡାକ୍ତରଖାନା ପାର୍କିଂରୁ ଗୋଲଡେନ ବାବାର ଦାମୀ ଗାଡି ସିଜ୍। ଗାଡିକୁ ଜବତ କଲା ଇଡି
/kanak/media/post_attachments/wp-content/uploads/2023/07/IMAGE_1629563016.jpg)