‘ଧଳା’ସୁନାକୁ ଟିକସ ମନା : ସୁନା ଉପରେ ସନ୍ଦେହ ଦୂର କଲେ ସରକାର

‘ଧଳା’ସୁନାକୁ ଟିକସ ମନା : ସୁନା ଉପରେ ସନ୍ଦେହ ଦୂର କଲେ ସରକାର

କନକ ବ୍ୟୁରୋ : ଆପଣଙ୍କ ସୁନା ସୁରକ୍ଷିତ ରହିବ । ସଂଶୋଧିତ ଆୟକର ଆଇନ ଆସୁଥିବା ବେଳେ ଏନେଇ କେନ୍ଦ୍ର ଅର୍ଥ ବିଭାଗ ଓ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ସୂଚନା ଦେଇଛି । ଯଦି ଆପଣ ଘୋଷିତ ଆୟ ଅନୁସାରେ ସୁନା କିଣିଛନ୍ତି ତେବେ ସେହି ସୁନା ଉପରେ ଆପଣଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe