ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର । ୧୦ ଗ୍ରାମକୁ ୭୦ ହଜାର ।

Advertisment
ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର । ୧୦ ଗ୍ରାମକୁ ୭୦ ହଜାର ।

କନକ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର । ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର । ୧୦ଗ୍ରାମ ୨୪କ୍ୟାରେଟ ସୁନା ଦାମ ୬୯ହଜାର ୭ଶହ ଟଙ୍କା ଉପରେ ରହିଥିବା ବେଳେ ୧୦ଗ୍ରାମ ୨୨କ୍ୟାରେଟ ସୁନାର ଦାମ ୬୨ହଜାର ୮ଶହ ହଜାର ରହିଛି । ବିବାହ ଋତୁ ଚାଲିଥିବାରୁ ସୁନା ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଗୋଟିଏ ଦିନରେ ପ୍ରାୟ ୧୪ଶହ ଟଙ୍କା ବଢ଼ିଛି ସୁନା ଦର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe