ପୁଣି ମହଙ୍ଗା ହେବ ସୁନା

ପୁଣି ମହଙ୍ଗା ହେବ ସୁନା

କନକ ବ୍ୟୁରୋ : ପୁଣି ବଢିପାରେ ସୁନା ଦର । ସୁଧ ହାର ଅପରିବର୍ତ୍ତିତ ରଖିବା ଲାଗି ଆମେରିକା ଫେଡେରାଲ ରିଜର୍ଭ ନିଷ୍ପତି ନେବା ପରେ ଏପରି ଆକଳନ କରାଯାଉଛି । ନିବେଶକାରୀଙ୍କ ପାଇଁ ସୁନା ଏବେ ଅଧିକ ଆକର୍ଷଣୀୟ ହେଉଥିବାରୁ ଭାରତରେ ଏହାର ମୂଲ୍ୟ ବଢିବା ଏକପ୍ରକାର ନିଶ୍ଚିତ ହୋଇଛି । ସୁନା ଦର ବଢି ଦଶ ଗ୍ରାମ ପିଛା ୩୧ହଜାର ୨୯୫ ଟଙ୍କାରେ ପହଁଚିଛି । ସେହିପରି ରୁପା ମଧ୍ୟ ମହଙ୍ଗା ହୋଇଛି । ଗତକାଲି ରୁପା ଦର ୧୩୩ ଟଙ୍କା କେଜି ପିଛା ବଢି ୪୭ ହଜାର ୩୦୨ଟଙ୍କାରେ ପହଁଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe