କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ମହିଳା ୨୫ ମିଟର ପିସ୍ତଲ ବର୍ଗରେ ସ୍ୱର୍ଣ୍ଣ ପଦକ ମିଳିଛି । ମନୁ ଭାକର, ଇଶା ସିଂ ଓ ରିଦିମ୍ ସଙ୍ଗୱାନଙ୍କୁ ମିଳିତ ସଫଳତା ମିଳିଛି । ଭାରତ ଏବେ ସୁଦ୍ଧା ମୋଟ ୪ଟି ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ଭାରତକୁ ୪ଟି ସୁନା , ୫ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ମିଳିଛି । ୧୬ପଦକ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି ଭାରତ ।
ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ : ମହିଳା ୨୫ ମିଟର ପିସ୍ତଲ ବର୍ଗରେ ମିଳିଲା ସ୍ୱର୍ଣ୍ଣ ପଦକ
/kanak/media/post_attachments/wp-content/uploads/2023/09/Rhythm-Sangwan-Manu-Bhaker-and-Esha-Singh-784x441-1.jpg)