ମର୍ଣ୍ଣିଙ୍ଗ ୱାକ୍ ବେଳେ ଲୁଟ୍ । ଧାରୁଆ ଅସ୍ତ୍ର ଦେଖାଇ ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍ ।

Advertisment
ମର୍ଣ୍ଣିଙ୍ଗ ୱାକ୍ ବେଳେ ଲୁଟ୍ । ଧାରୁଆ ଅସ୍ତ୍ର ଦେଖାଇ ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍ ।

କନକ ବ୍ୟୁରୋ: କଟକରେ କଟକ ସଦର ଥାନା ଅଞ୍ଚଳରେ ଜଣେ ମହିଳା ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କ ଠାରୁ ଲୁଟ୍ କରିଛନ୍ତି । ମହିଳା ଜଣକ ଚାଲି ଚାଲି ଯାଉଥିବାବେଳେ କିଛି ଯୁବକ ବାଇକରେ ଆସି ତାଙ୍କ ଠାରୁ ସୁନା ଚେନ୍ ଛିଡାଇ ନେଇଯାଇଥିଲେ । ଘଟଣାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । କଟକ ସଦର ଥାନାରେ ଏତଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ଛାନଭିନ୍ ଆରମ୍ଭ କରିଛି । ମହିଳାଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe