ମହିଳାଙ୍କଠୁ ସୁନା ଚେନ ଝାମ୍ପିନେଲେ ଲୁଟେରା : ସିସିଟିଭି ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ

Advertisment
ମହିଳାଙ୍କଠୁ ସୁନା ଚେନ ଝାମ୍ପିନେଲେ ଲୁଟେରା : ସିସିଟିଭି ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ

କନକ ବ୍ୟୁରୋ : ସୁନା ଚେନ୍ ଝାମ୍ପିନେଲେ ଲୁଟେରା । ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ତଳେ ପକାଇ ଛିଡ଼ାଇ ନେଲେ ସୁନା ଚେନ୍ । ଭୁବନେଶ୍ୱର ଲକ୍ଷ୍ମୀସାଗର ଓସ୍କାର ସିଟି ଘଟିଛି ଏହି ଘଟଣା । ମହିଳା ଜଣଙ୍କ ରାତି ୩ଟା ୪୦ରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଲୁଟର ଶିକାର ହୋଇଥିଲେ । ସିସିଟିଭିରେ କଏଦ ହୋଇଛି ଲୁଟ ବେଳର ଘଟଣା । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe