ଶ୍ରୀମନ୍ଦିର ସେବାୟତଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ: ମନ୍ଦିର ଭିତରୁ ମହାରାଷ୍ଟ୍ର ପର୍ଯ୍ୟଟକଙ୍କ ସୁନା ଚେନ ଲୁଟିନେଇଥିବା ଅଭିଯୋଗ । ସିଂହଦ୍ୱାର ଥାନାରେ ଏତଲା

କାଶୀ ବିଶ୍ୱନାଥ ଧାମ ପରେ ଜଗନ୍ନାଥ ଧାମ ଉପରେ ବିଜେପିର ନଜର! ପୁରୀରୁ ଆରମ୍ଭ କି ପଦ୍ମ ଦଳର ପୂର୍ବ ଭାରତ ଅଭିଯାନ ?

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ସେବାୟତଙ୍କ ବିରୋଧରେ ଆସିଛି ସାଘାଂତିକ ଅଭିଯୋଗ । ସେବାୟତମାନେ ପୁରୀ ଆସିଥିବା ମରାଠୀ ପର୍ଯ୍ୟଟକଙ୍କଠାକୁ ସୁନାଚେନ ଲୁଟ୍ ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ।

publive-image

ଅଭିଯୋଗ ଅନୁସାରେ, ମନ୍ଦିରର ଜୟବିଜୟ ଦ୍ୱାର ନିକଟରେ ମହାରାଷ୍ଟ୍ରର ପର୍ଯ୍ୟଟକଙ୍କୁ ସେବାୟତମାନେ ଠେଲାପେଲା କରିବା ସହ ସୁନା ଚେନ ଛଡାଇ ନେଇଛନ୍ତି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ସିସିଟିଭି ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ପୁରୀ ବଡ ମେଡିକାଲରେ ଚିକିତ୍ସା ପରେ ପର୍ଯ୍ୟଟକଙ୍କୁ ଛାଡିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe