Kanak icon

0

user
  • Bookmarks
  • Log Out
ସବସ୍କ୍ରାଇବ କରନ୍ତୁ
  • ତାଜା ଖବର
  • ରଥଯାତ୍ରା ୨୦୨୫
  • ରାଜ୍ୟ
  • ଦେଶ ବିଦେଶ
  • ଅପରାଧ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ଭିଡିଓ
  • ସ୍ପେଶାଲ୍ ରିପୋର୍ଟ
  • କନକ ଏକ୍ସକ୍ଲୁସିଭ୍
  • ତାଜା ଖବର
  • ରଥଯାତ୍ରା ୨୦୨୫
  • ରାଜ୍ୟ
  • ଦେଶ ବିଦେଶ
  • ଅପରାଧ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ଭିଡିଓ
  • ସ୍ପେଶାଲ୍ ରିପୋର୍ଟ
  • କନକ ଏକ୍ସକ୍ଲୁସିଭ୍
  • Authors

Powered by :

Advertisment
ନ୍ୟୁଜ୍

ଭୁଶୁଡ଼ିଲା ଦିଲ୍ଲୀ ଗୋକୁଳପୁରୀ ମେଟ୍ରୋ ଷ୍ଟେସନର ଏକ ଅଂଶ, ୪ ଜଣ ଆହତ । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ।

Anupama Rout profile image
by Anupama Rout
by Anupama Rout
08 Feb 2024 13:23 IST
 ଭୁଶୁଡ଼ିଲା ଦିଲ୍ଲୀ ଗୋକୁଳପୁରୀ ମେଟ୍ରୋ ଷ୍ଟେସନର ଏକ ଅଂଶ, ୪ ଜଣ ଆହତ । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ।

କନକ ବ୍ୟୁରୋ: ଦିଲ୍ଲୀର ଗୋକୁଳପୁରୀ ମେଟ୍ରୋ ଷ୍ଟେସନରେ ଏହି ଅଭାବନୀୟ ଘଟଣା ଘଟିଛି। ପାଚେରିର ଏକ ପାର୍ଶ୍ୱ ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩ରୁ ୪ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଡିସିପି (ଉତ୍ତର ପୂର୍ବ) ଜୟ ତିର୍କୀ କହିଛନ୍ତି ଯେ ସେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏବେ ଜେସିବି ଓ କ୍ରେନ୍ ସାହାଯ୍ୟରେ ଭଗ୍ନାବଶେଷକୁ ହଟାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ମେଟ୍ରୋ କର୍ମଚାରୀ ଉପସ୍ଥିତ ଅଛନ୍ତି। ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଘଟଣା ସକାଳ ପାଖାପାଖି ୧୧ଟା ସମୟରେ ଘଟିଛି ।

ସୂଚନା ମୁତାବକ, ଜଣେ ବ୍ୟକ୍ତି ବାଇକରେ ଯାଉଥିବା ସମୟରେ ମେଟୋ ବ୍ରିଜଟି ହଠାତ୍ ଭୁଶୁଡି ପଡିଥିଲା । ଫଳରେ ସେ ତା ତଳେ ରହିଯାଇଥିଲେ । ତେବେ ଆହତଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Anupama Rout profile image
by Anupama Rout
by Anupama Rout
08 Feb 2024 13:23 IST
Advertisment
Advertisment
Advertisment

Join and get latest news updates delivered to you via social media

Follow us:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
ସବସ୍କ୍ରାଇବ କରନ୍ତୁ
Powered by


Subscribe to our Newsletter!




Powered by