ଅଭିନୟ କରିବେ ରାଧେ ମା’ ! ସିନେମା ନାଁ ଶୁଣିଲେ ହସକୁ କରିପାରିବେନି ନିୟନ୍ତ୍ରଣ

ଅଭିନୟ କରିବେ ରାଧେ ମା’ ! ସିନେମା ନାଁ ଶୁଣିଲେ ହସକୁ କରିପାରିବେନି ନିୟନ୍ତ୍ରଣ

Image Courtesy : http://images.indianexpress.com

ସିନେମାରେ ଅଭିନୟ କରିବେ ଆତ୍ମଘୋଷିତ ଦେବୀ ରାଧେ ମା’ । ଏକ ୱେବ୍ ସିରିଜ୍ ଜରିଆରେ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି ରାଧେ ମା’ । ତେବେ ଏହି ସିନେମାର ନାଁ ଶୁଣିଲେ ଆପଣ ନିଜ ହସକୁ ନିୟନ୍ତ୍ରଣ କରି ପାରିବେ ନାହିଁ । କାରଣ ଏହାର ନାଁ ରହିଛି ‘ନୋ କାଷ୍ଟିଂ ନୋ କାଉଚ୍ ଓନଲି ଆଉଚ୍’

ଏଥିରେ ଦେଖିବାକୁ ମିଳିବ କେମିତି ରାଧେ ମା’ ତାଙ୍କ ଭକ୍ତ ମାନଙ୍କର ହୋଇଛନ୍ତି ମାଗଦର୍ଶକ । ପ୍ରଯୋଜକଙ୍କ ରମନ ହାଣ୍ଡାଙ୍କ ମୂତାବକ ୱେବ୍ ସିରିଜ କରିଆରେ ଦର୍ଶକ ଅସଲି ରାଧେ ମା’ଙ୍କୁ ଦେଖିବାକୁ ଚାହୁଁଛନ୍ତି । ଏହି ୱେବ୍ ସିରିଜର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe