ସିନେମାରେ ଅଭିନୟ କରିବେ ଆତ୍ମଘୋଷିତ ଦେବୀ ରାଧେ ମା’ । ଏକ ୱେବ୍ ସିରିଜ୍ ଜରିଆରେ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି ରାଧେ ମା’ । ତେବେ ଏହି ସିନେମାର ନାଁ ଶୁଣିଲେ ଆପଣ ନିଜ ହସକୁ ନିୟନ୍ତ୍ରଣ କରି ପାରିବେ ନାହିଁ । କାରଣ ଏହାର ନାଁ ରହିଛି ‘ନୋ କାଷ୍ଟିଂ ନୋ କାଉଚ୍ ଓନଲି ଆଉଚ୍’ ।
ଏଥିରେ ଦେଖିବାକୁ ମିଳିବ କେମିତି ରାଧେ ମା’ ତାଙ୍କ ଭକ୍ତ ମାନଙ୍କର ହୋଇଛନ୍ତି ମାଗଦର୍ଶକ । ପ୍ରଯୋଜକଙ୍କ ରମନ ହାଣ୍ଡାଙ୍କ ମୂତାବକ ୱେବ୍ ସିରିଜ କରିଆରେ ଦର୍ଶକ ଅସଲି ରାଧେ ମା’ଙ୍କୁ ଦେଖିବାକୁ ଚାହୁଁଛନ୍ତି । ଏହି ୱେବ୍ ସିରିଜର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/radhe-maa-l.jpg)