କାରରେ ଚୋରେଇ ନେଉଥିଲେ ଛେଳି । ୪ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ ।

କାରରେ ଚୋରେଇ ନେଉଥିଲେ ଛେଳି । ୪ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: କାରରେ ଛେଳି ଚୋରି, ଧରାପଡିବା ପରେ ୪ଜଣ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ । ମାଲକାନଗିରି ଥାନା ତୋଙ୍ଗଗୁଡା ଗାଁରେ ହାଇଟେକ ଉପାୟରେ ଏଭଳି ଛେଳି ଚୋରିର ଦୃଶ୍ୟ ଦେଖିବାକୁ ମିଳିଛି । କୋରାପୁଟରୁ ଆସି ମାଲକାନଗିରି ର ବିଭିନ୍ନ ଗାଁରେ ଆସି ଛେଳି ଚୋରି କରି ନେଉଥିଲେ ହାଇ ଟେକ୍ ଚୋର । ତୋଙ୍ଗଗୁଡା ଗାଁରୁ ଚୋରମାନେ ଛେଳି ଚୋରି କରି ନେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe