ଗୋଆରେ କିଏ ଗଢ଼ିପାରେ ସରକାର ? ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲର ଆକଳନ ।

ଗୋଆରେ କିଏ ଗଢ଼ିପାରେ ସରକାର ? ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲର ଆକଳନ ।

କନକ ବ୍ୟୁରୋ : ମତଦାନ ଶେଷ ହେବା ପରେ ଆସିଛି ବୁଥ୍ ବାହୁଡା ମତ । ଗୋଆରେ କିଏ ଗଢିପାରେ ସରକାର, ଆସନ୍ତୁ ଜାଣିବା କ’ଣ କହୁଛି ଏକଜିଟ୍ ପୋଲର ଆକଳନ ।

ଇଣ୍ଡିଆ ଟିଭି-ସିଏନଏକ୍ସର ଏକଜିଟ୍ ପୋଲର ଆକଳନ କହୁଛି, ଗୋଆରେ ଏଥର ବିଜେପିକୁ ମିଳିପାରେ ୧୬-୨୨ ଆସନ । ସେହିପରି କଂଗ୍ରେସ ୧୧-୧୭ଟି ଆସନ ଅକ୍ତିଆର କରିପାରେ ।

*ଇଣ୍ଡିଆ ଟିଭି-ସିଏନଏକ୍ସ ଏକଜିଟ୍ ପୋଲ
ବିଜେପି : ୧୬-୨୨
କଂଗ୍ରେସ : ୧୧-୧୭
ଏମଜିପି+ଟିଏମସି : ୦୧-୦୨
ଆପ୍ : ୦୦-୦୨

*ଇଣ୍ଡିଆ ଟୁଡେ-ଆକ୍ସିସ୍ ଏକଜିଟ୍ ପୋଲ୍
ବିଜେପି : ୧୪-୧୮
କଂଗ୍ରେସ : ୧୫-୨୦
ଏମଜିପି : ୦୨-୦୫
ଆପ୍ : ୦୦-୦୪

*ଆଜ୍ ତକ୍ (ଜନ୍ କି ବାତ୍) ଏକଜିଟ୍ ପୋଲ୍
ବିଜେପି : ୧୩-୧୯
କଂଗ୍ରେସ : ୧୪-୧୯
ଏମଜିପି : ୦୧-୦୨
ଆପ୍ : ୦୩-୦୫
ଅନ୍ୟାନ୍ୟ : ୦୧-୦୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe