ସତ କହିଲେ ଗିରୀଶ କୁମାର ! କ୍ୟାରିୟରର ସୁରକ୍ଷା ପାଇଁ ଲୁଚାଇ ଥିଲେ ନିଜ ବିବାହ କଥା

ସତ କହିଲେ ଗିରୀଶ କୁମାର ! କ୍ୟାରିୟରର ସୁରକ୍ଷା ପାଇଁ ଲୁଚାଇ ଥିଲେ ନିଜ ବିବାହ କଥା

source: bollywoodlife.com

ସିନେମା ‘ରମେୟା ବସ୍ତାବୟାଁ’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ଗିରୀଶ କୁମାର ଏବେ ନିଜ ପର୍ସନାଲ୍ ଲାଇଫ୍ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି । ବର୍ଷେ ତଳେ ସେ ବିବାହ କରିଥିବା କଥା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ।

ତେବେ ନିଜ ବଲିଉଡ୍ କ୍ୟାରିୟରକୁ ସୁରକ୍ଷିତ ଦେବା ପାଇଁ ସେ ଏକଥା ଲୁଚାଇଥିଲେ ବୋଲି ସେ କହିଛନ୍ତି । ଗତବର୍ଷ ଫେବୃୟାରୀ ୧୧ ରେ କୃଷ୍ଣା ମଙ୍ଗବାନୀଙ୍କୁ ବିବାହ କରିଥିବା ସେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe