ସିନେମା ‘ରମେୟା ବସ୍ତାବୟାଁ’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ଗିରୀଶ କୁମାର ଏବେ ନିଜ ପର୍ସନାଲ୍ ଲାଇଫ୍ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି । ବର୍ଷେ ତଳେ ସେ ବିବାହ କରିଥିବା କଥା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ।
ତେବେ ନିଜ ବଲିଉଡ୍ କ୍ୟାରିୟରକୁ ସୁରକ୍ଷିତ ଦେବା ପାଇଁ ସେ ଏକଥା ଲୁଚାଇଥିଲେ ବୋଲି ସେ କହିଛନ୍ତି । ଗତବର୍ଷ ଫେବୃୟାରୀ ୧୧ ରେ କୃଷ୍ଣା ମଙ୍ଗବାନୀଙ୍କୁ ବିବାହ କରିଥିବା ସେ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Girish-Taurani-and-Krsna-Mangwani.jpg)