କନକ ବ୍ୟୁରୋ : ଗମାଙ୍ଗ ପରିବାରେ କଳି କିଛି ନୂଆ କଥା ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏ ପରିବାରର କଳିକଥାକୁ ସାରା ରାଜ୍ୟ ଜାଣିଛି । ପୁଅବୋହୂଙ୍କ ମନ ଫଟାଫଟିି ପୂର୍ବରୁ ବାପା ଗିରିଧର ଓ ମାଆ ହେମାଙ୍କ ବି ଅନୁରୁପ ଅବସ୍ଥା ହୋଇଥିଲା । ଏବେ ବୋହୂର ପରକୀୟା ପ୍ରୀତି ପାଇଁ ଘର ଭାଙ୍ଗିଛି । ସେତେବେଳେ ନିର୍ବାଚନୀ ଟିକେଟ୍ ପାଇଁ ଗମାଙ୍ଗ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା । ଦେଖନ୍ତୁ ଏହି ରିପୋର୍ଟ :
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us