କନକ ବ୍ୟୁରୋ : ଗମାଙ୍ଗ ପରିବାରେ କଳି କିଛି ନୂଆ କଥା ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏ ପରିବାରର କଳିକଥାକୁ ସାରା ରାଜ୍ୟ ଜାଣିଛି । ପୁଅବୋହୂଙ୍କ ମନ ଫଟାଫଟିି ପୂର୍ବରୁ ବାପା ଗିରିଧର ଓ ମାଆ ହେମାଙ୍କ ବି ଅନୁରୁପ ଅବସ୍ଥା ହୋଇଥିଲା । ଏବେ ବୋହୂର ପରକୀୟା ପ୍ରୀତି ପାଇଁ ଘର ଭାଙ୍ଗିଛି । ସେତେବେଳେ ନିର୍ବାଚନୀ ଟିକେଟ୍ ପାଇଁ ଗମାଙ୍ଗ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା । ଦେଖନ୍ତୁ ଏହି ରିପୋର୍ଟ :
ଗମାଙ୍ଗ ପରିବାରରେ ଝଡ଼ର ସେକେଣ୍ଡ ଇନିଂସ୍ : କେବେ ବାପା - ମା’, କେବେ ପୁଅ - ବୋହୂ
/kanak/media/post_attachments/wp-content/uploads/2016/10/22_00034.jpg)