ଗୁଲାମଙ୍କ କାର୍ଯ୍ୟକ୍ରମ ରଦ୍ଦ

Advertisment
ଗୁଲାମଙ୍କ କାର୍ଯ୍ୟକ୍ରମ ରଦ୍ଦ

ପୁଣି ଥରେ ରଦ୍ଧ ହେଲା ଗୁଲାମ ଅଲ୍ଲୀଙ୍କ ଫିଲ୍ମ ଘର ୱାପସୀର ମ୍ୟୁଜିକ ଲଂଚ । ହିନ୍ଦୁ ସେନାଙ୍କ ବିରୋଧ କାରଣରୁ ମୁ୍ୟଜିକ ଲଂଚ କାର୍ଯ୍ୟକ୍ରମକୁ ରୋକା ଯାଇଛି । ଦିଲ୍ଲୀରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲେ ବି ହିନ୍ଦୁ ସେନା ମିିଳିଥିଲା ଧମକ । ସୁରକ୍ଷାକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ରଦ୍ଧ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe