ପୁଣି ଥରେ ରଦ୍ଧ ହେଲା ଗୁଲାମ ଅଲ୍ଲୀଙ୍କ ଫିଲ୍ମ ଘର ୱାପସୀର ମ୍ୟୁଜିକ ଲଂଚ । ହିନ୍ଦୁ ସେନାଙ୍କ ବିରୋଧ କାରଣରୁ ମୁ୍ୟଜିକ ଲଂଚ କାର୍ଯ୍ୟକ୍ରମକୁ ରୋକା ଯାଇଛି । ଦିଲ୍ଲୀରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲେ ବି ହିନ୍ଦୁ ସେନା ମିିଳିଥିଲା ଧମକ । ସୁରକ୍ଷାକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ରଦ୍ଧ କରାଯାଇଛି ।
ଗୁଲାମଙ୍କ କାର୍ଯ୍ୟକ୍ରମ ରଦ୍ଦ
/kanak/media/post_attachments/wp-content/uploads/2016/04/ghulam-ali-2.jpg)