ସାଧାରଣତଃ ମୁହଁରେ ରହିଥିବା ଭାତୁଡ଼ି ସମସ୍ୟା ଲାଗି ଅନେକ ଲୋକ ଚିନ୍ତିତ ରହିଥାନ୍ତି। କାରଣ ଏହା ତାହାର ସଂପୂର୍ଣ୍ଣ ସୌନ୍ଦର୍ୟ୍ୟକୁ ନଷ୍ଟ କରିଦିଏ। ଆଉ ଯଦି ଆପଣ ବି ଏହି ସମସ୍ୟାରେ ପଡ଼ିଛନ୍ତି ତ, ତେବେ ଚିନ୍ତା କରିବାର କୌଣସି ବି କାରଣ ନାହିଁ। କାରଣ ବିନା ନିମନ୍ତ୍ରଣରେ ଆସିଥିବା ଏହି ଅତିଥିକୁ ଦୂରେଇବା ପାଇଁ ହେଲେ ଆପଣଙ୍କୁ ଏହାର ଶତ୍ରୁ ଯଥା-କଦଳୀର ଚୋପା,ଆଳୁ ଚୋପା ଏବଂ ଘିଅର ସାହାଯ୍ୟ ନେବାକୁ ପଡ଼ିବ। ତେବେ ଏହି ଭାତୁଡ଼ି ସମସ୍ୟା ବ୍ୟକ୍ତିଠାରେ ହ୍ୟୁମାନ୍ ପୈପିଲ୍ଲୋମା ଭାଇରସ୍ ଯୋଗୁଁ ଦେଖାଯାଇଥାଏ।ଏହା ସାଧାରଣ ଭାବେ ପିଗମେଂଟ୍ କୋଷିକାଗୁଡ଼ିକର ଏକ ସମୂହ ହୋଇଥାଏ। ଭାତୁଡ଼ି ଦେଖିବାକୁ ସାଧାରଣତଃ କଳା ଓ ନାଲି ରଂଗର ଅଟେ। ତେବେ ଠିକ୍ ସମୟରେ ଯଦି ଏହାର ଚିିକିତ୍ସା କରାନଯାଏ ,ତେବେ ଏହା କ୍ୟାନ୍ସର ଭଳି ବଡ଼ ରୋଗର ରୂପ ମଧ୍ୟ ନେଇଥାଏ। ଆର୍ୟୁବେଦ ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଇପାରେ ! ତେବେ ଏବେ ଆସନ୍ତୁ ଜାଣିବା ବିଭିନ୍ନ ଚୋପର ସାହାଯ୍ୟରେ ଭାତୁଡ଼ିକୁ କିପରି ଦୂର କରାଯାଇଥାଏ ?
୧-କଦଳୀ ଚୋପା:-ସାଧାରଣ ଭାବରେ କଦଳୀ ଚୋପାରେ ରହିଥିବା ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ଭାତୁଡ଼ି ସମସ୍ୟାକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଭାତୁଡ଼ି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ,ଆପଣ କଦଳୀ ଚୋପାକୁ ଆପଣଙ୍କ ଭାତୁଡ଼ି ଉପରେ ଲଗାଇ ଦେଇ ରାତିଯାକ ଛାଡିଦିଅନ୍ତୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/SKIN-TAG-PRIMARY-web-675x450.jpg)
/kanak/media/post_attachments/wp-content/uploads/2018/11/article-l-2018615410192137161000-300x171.jpg)