ଗୀତା ଦରବାର ପାର୍ଟ -୨

Advertisment
ଗୀତା ଦରବାର ପାର୍ଟ -୨

ପୁଣି ନବୀନ ନିବାସରେ ଗୀତା ଦରବାରକୁ ନେଇ ଚର୍ଚା । ବୟାନବାଜିରେ ସମୟ ନଷ୍ଟ କରୁଥିବା ନେତାଙ୍କୁ ନବୀନ ତାଗିଦ୍ କରିବା ପରେ ରାତିରେ ଆସି ପହଁଚିଛନ୍ତି ବଡ ଭଉଣୀ ଗୀତା ମେହେଟା । କୁହାଯାଉଛି ଯେତେବେଳେ ଦଳ କୌଣସି ବଡ କ୍ରାଇସିସ୍ ଦେଇ ଗତି କରେ, ସେ ସମୟରେ ଗୀତା ଆସି ପହଁଚିଯାନ୍ତି ଭୁବନେଶ୍ୱରରେ । ଆଉ ନବୀନ୍ ନିବାସରେ ନେତା, ମନ୍ତ୍ରୀ ଓ ବିଶ୍ୱସ୍ତ ବୁ୍ୟରୋକ୍ରାଟଙ୍କୁ ନେଇ ବସେ ଗୀତା ଦରବାର୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe