ଗୀତା ଦରବାର ପାର୍ଟ -୨

7

ପୁଣି ନବୀନ ନିବାସରେ ଗୀତା ଦରବାରକୁ ନେଇ ଚର୍ଚା । ବୟାନବାଜିରେ ସମୟ ନଷ୍ଟ କରୁଥିବା ନେତାଙ୍କୁ ନବୀନ ତାଗିଦ୍ କରିବା ପରେ ରାତିରେ ଆସି ପହଁଚିଛନ୍ତି ବଡ ଭଉଣୀ ଗୀତା ମେହେଟା । କୁହାଯାଉଛି ଯେତେବେଳେ ଦଳ କୌଣସି ବଡ କ୍ରାଇସିସ୍ ଦେଇ ଗତି କରେ, ସେ ସମୟରେ ଗୀତା ଆସି ପହଁଚିଯାନ୍ତି ଭୁବନେଶ୍ୱରରେ । ଆଉ ନବୀନ୍ ନିବାସରେ ନେତା, ମନ୍ତ୍ରୀ ଓ ବିଶ୍ୱସ୍ତ ବୁ୍ୟରୋକ୍ରାଟଙ୍କୁ ନେଇ ବସେ ଗୀତା ଦରବାର୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.