ଜୟପୁରର ବିଜେପି ପ୍ରାର୍ଥୀ ହେଲେ ଗୌତମ ସାମନ୍ତରାୟ । ୨୦୧୯ରେ ମଧ୍ୟ ଗୌତମଙ୍କୁ ଭରସିଥିଲା ଦଳ ।

Advertisment
ଜୟପୁରର ବିଜେପି ପ୍ରାର୍ଥୀ ହେଲେ ଗୌତମ ସାମନ୍ତରାୟ । ୨୦୧୯ରେ ମଧ୍ୟ ଗୌତମଙ୍କୁ ଭରସିଥିଲା ଦଳ ।

କନକ ବ୍ୟୁରୋ: ଆଉ ଏକ ପ୍ରାର୍ଥୀ ଘୋଷଣା କଲା ବିଜେପି । ଜୟପୁରରୁ ପୁଣି ଗୌତମ ସାମନ୍ତରାୟଙ୍କୁ ରିପିଟ୍ କଲା ଦଳ । ୨୦୧୯ ନିର୍ବାଚନରେ ମଧ୍ୟ ଗୌତମଙ୍କୁ ଭରସିଥିଲା ବିଜେପି । ୨୦୧୯ ସାଧାରଣ ନିର୍ବାଚନରେ ୩୩, ୮୦୫ ଖଣ୍ଡ ଭୋଟ ପାଇ ତିନି ନମ୍ବର ସ୍ଥାନରେ ଥିଲେ ଗୌତମ । ପୁଣିଥରେ ଦଳ ତାଙ୍କୁ ଟିକେଟ ଦେଇଛି । ଜୟପୁର ଆସନ ଘୋଷଣା ପରେ ବିଧାନସଭା ଲାଗି ବର୍ତ୍ତମାନ ବିଜେପି ଆଉ ୧୫ଟି ସିଟ ଲାଗି ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ଲାଗି ସମସ୍ତ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe