ଗୌତମ ଗମ୍ଭୀରଙ୍କ ବଡ ହୃଦୟ ! ସୁକମା ମାଓ ହମଲାରେ ମୃତ ଯବାନଙ୍କ ପିଲାଙ୍କୁ ପଢାଇବେ ପାଠ

ଗୌତମ ଗମ୍ଭୀରଙ୍କ ବଡ ହୃଦୟ ! ସୁକମା ମାଓ ହମଲାରେ ମୃତ ଯବାନଙ୍କ ପିଲାଙ୍କୁ ପଢାଇବେ ପାଠ

Photo Courtesy : http://images.jansatta.com

ଗୌତମ ଗମ୍ଭୀରଙ୍କ ବଡ ହୃଦୟ । ଦେଇଛନ୍ତି ନିଜ ମଣିଷ ପଣିଆର ଉଦାହରଣ । ସୁକମା ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପିଲାମାନଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ଏକି କ୍ରିକେଟ୍ ଖେଳାଳି । ମୃତ ସିଆରପିଏଫ୍ ଯବାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ନିଜେ ଦେବେ ବୋଲି କହିିଛନ୍ତି ।

ଗମ୍ଭୀର ଘୋଷଣା କରିଛନ୍ତି ଯେ ଏହି ପିଲାମାନଙ୍କ ସମସ୍ତ ଖର୍ଚ୍ଚ ତାଙ୍କର ‘ଗୌତମ ଗମ୍ଭୀର ଫାଉଣ୍ଡେସନ୍’ ବହନ କରିବ । ଏପରିକି ଏଥିପାଇଁ ସେ ପ୍ରଥମ ପଦକ୍ଷେପ ମଧ୍ୟ ନେଇ ସାରିଲେଣି । ଗତ ୨୪ ତାରିଖ ଦିନ ଛତିଶଗଡ ସୁକମାରେ ବଡଧରଣ ମାଓ ହମଲା ହୋଇଥିଲା । ଯେଉଁଥିରେ ୨୫ଜଣ ବୀର ଯବାନ ସହିଦ୍ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe