ଇତିହାସ ରଚିଲେ ଶିଳ୍ପପତି: ୬୦ବର୍ଷର ଜନ୍ମଦିନ ଅବସରରେ ୬୦ ହଜାର କୋଟି ଟଙ୍କା ଦାନ କଲେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ

Advertisment
ଇତିହାସ ରଚିଲେ ଶିଳ୍ପପତି: ୬୦ବର୍ଷର ଜନ୍ମଦିନ ଅବସରରେ ୬୦ ହଜାର କୋଟି ଟଙ୍କା ଦାନ କଲେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ

କନକ ବ୍ୟୁରୋ: ନିଜର ୬୦ତମ ଜନ୍ମଦିନ ଉପଲକ୍ଷେ ୬୦ହଜାର କୋଟି ଟଙ୍କା ଦାନ କଲେ ବିଶିଷ୍ଠ ଶିଳ୍ପପତି ଗୌତମ ଅଦାନୀ ।ନିଜ ସମ୍ପତିର ୭.୭ ଅରବ ଡଲାର ଅର୍ଥାତ ୬୦ହଜାର କୋଟି ଟଙ୍କା ସାମାଜିକ କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରିଛନ୍ତି । ଏହା ଭାରତରେ ଦାନ କରାଯାଇଥଇବା ଟଙ୍କା ହିସାବରେ ଏପର୍ଯ୍ୟନ୍ତର ସବୁଠୁ ବଡ ଦାନରାଶି ବୋଲି କୁହାଯାଉଛି । ଦୁନିଆ ସର୍ବଶ୍ରେଷ୍ଠ ଧନୀଙ୍କ ଭିତରେ ଅଦାନୀ ୮ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କର ଏହି ଦାନ ରାଶି ଦେଶର ଶିକ୍ଷା,ସ୍ୱାସ୍ଥ୍ୟ, ଜ୍ଞାନ କୌଶଳର ବିକାଶ କାଯ୍ୟରେ ଲଗାଯିବ ବୋଲି ଟୁଇଟ କରି ଅଦାନୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe