କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। କୂଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଢ଼କୁଢ଼ ଅଳିଆ ପକାଇଛନ୍ତି ଛାତ୍ରଛାତ୍ରୀ। ଦୀର୍ଘ ଦିନ ଧରି ହଷ୍ଟେଲ ସଫା କରାଯାଉନଥିବା ଅଭିଯୋଗ କରି କୂଳପତିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅଳିଆ ପାଇଛନ୍ତି ଛାତ୍ରଛାତ୍ରୀ। ତେବେ ଏଭଳି ଢଙ୍ଗରେ ପ୍ରତିବାଦ କଲେ କର୍ତ୍ତୃପକ୍ଷ ଠିକ ବୁଝିପାରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଅଫିସ ଆଗରେ କୁଢକୁଢ ଅଳିଆ ; ଭିନ୍ନ ଢଙ୍ଗରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ
Advertisment
Follow Us