କନକ ବ୍ୟୁରୋ : ରାସ୍ତାରେ ଝାଡ଼ୁ ମାରି, ଦଣ୍ଡବତ କରି ଦାବି ଉପସ୍ଥାପନା କରିଛନ୍ତି ଗାଁ ସାଥୀ । ସେପ୍ଟେମ୍ବର ୨୫ରୁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଗାଁ ସାଥୀ । ୫ ଦିନ ଧରି ଧାରଣାରେ ବସିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆଲୋଚନା ପାଇଁ ଡକାଯାଉ ନାହିଁ । ତେଣୁ ସମସ୍ତେ ମିଳିତ ଭାବରେ ଦଣ୍ଡବତ କରି ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି ।
ଲୋୟର ପିଏମଜିରେ ଧାରଣାରେ ବସିଲେ ଗାଁ ସାଥୀ : ଦଣ୍ଡବତ ଜରିଆରେ ଦାବି କଲେ ଉପସ୍ଥାପନ
/kanak/media/post_attachments/wp-content/uploads/2023/09/36-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)