ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା; ଆଣ୍ଠେଇ, କାନ ଧରି ଚାପୁଡ଼ା ଖାଇଲେ ଗାଁ ସାଥୀ

ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା; ଆଣ୍ଠେଇ, କାନ ଧରି ଚାପୁଡ଼ା ଖାଇଲେ ଗାଁ ସାଥୀ

କନକ ବ୍ୟୁରୋ : ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା । ଆଣ୍ଠେଇ, କାନ ଧରି ଚାପୁଡ଼ା ଖାଇଲେ ଗାଁ ସାଥୀ । ତୁରନ୍ତ ଦାବି ପୂରଣ ପାଇଁ ଅନୁରୋଧ କରିଛନ୍ତି ଗାଁ ସାଥୀ । ଲୋୟର ପିଏମଜିରେ ଧାରଣାକୁ ନେଇ ଆଲୋଚନା ହୋଇଥିଲା । ହେଲେ ଆଲୋଚନା ପରେ କୌଣସି ସୁଫଳ ମିଳିନଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିିଥିଲେ । ହେଲେ ଆଲୋଚନା ମୁତାବକ ସୁଫଳ ମିଳିଲାନି କହି ଧାରଣା ଦେଇଛନ୍ତି ଗାଁସାଥୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe