କନକ ବ୍ୟୁରୋ : ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି । କେଉଁଠି ଲମ୍ବା ଲାଇନ ଲାଗିଛି ତ କେଉଁଠି ଠେଲାପେଲା । ଲୋକ ଟିକା ପାଇଁ ରାତି ବି ଅନିଦ୍ରା ହେଉଛନ୍ତି । ଏଭଳି ସମୟରେ ଟିକା ପାଇଁ ପ୍ରବଳ ଭିଡ । ଗଞ୍ଜାମର ରାହାଡା ଅଂଚଳରେ ଏଭଳି ଭିଡ ଦେଖିବାକୁ ମିଳିଛି । କେଉଁଠି ଲୋକେ ଲମ୍ବା ଲାଇନ ଲଗାଉଛନ୍ତି ତ ପୁଣି କେଉଁଠି ଆଧାରକାର୍ଡ଼କୁ ଧାଡ଼ିରେ ରଖିଛନ୍ତି । ବ୍ୟାରିକେଡ ବି ଭାଙ୍ଗିଛନ୍ତି ଲୋକେ । ଟିକା ନ ମିଳିବାରୁ ଏଭଳି ସମସ୍ୟା ଦେଖାଦେଇଛି ।
&
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/18-2.jpg)