ନିଶା ମାଫିଆଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ୍ । ଧରାପଡିଲା ଗଞ୍ଜେଇ ଡିଲର କିଙ୍ଗପିନ୍ । ଜବତ ହୋଇଛି ୩୦୩ କିଲୋ ଗଞ୍ଜେଇ ।

Advertisment
ନିଶା ମାଫିଆଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ୍ । ଧରାପଡିଲା ଗଞ୍ଜେଇ ଡିଲର କିଙ୍ଗପିନ୍ । ଜବତ ହୋଇଛି ୩୦୩ କିଲୋ ଗଞ୍ଜେଇ ।

କନକ ବ୍ୟୁରୋ: ନିଶା ମାଫିଆଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ । ଶୂନ୍ୟ ସହନଶୀଳତା ନୀତି ଉପରେ ଜୋର ଦେଲା ଏସଟିଏଫ୍ । ଚଢାଉ ବେଳେ ଧରାପଡିଲା ଗଞ୍ଜେଇ ଡିଲର କିଙ୍ଗପିନ୍ । କନ୍ଧମାଳ ଟିକାବାଲିର କିଶୋର ଚନ୍ଦ୍ର ମଲିକଙ୍କୁ ଗିରଫ କଲା ପୋଲିସ । ଜବତ ହୋଇଛି ୩୦୩ କିଲୋ ଗଞ୍ଜେଇ । ଏନଡିପିଏସ ଆକ୍ଟରେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେହିପରି ୨୦୨୨ରୁ ଏଯାବତ ୭୪ କେଜି ବ୍ରାଉନସୁଗାର ଏବଂ ୧୨୦ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ୍ କହିଛି । ସେହିପରି ୨୦୨୦ରୁ ଆଜି ମଧ୍ୟରେ ୧୮୬ ନିଶା ମାଫିଆ ଗିରଫ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe